Tag: PM

ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮ତମ ସ୍ୱାଧୀନତା ଦିବସରେ ଅବସରରେ ପତାକା ଉତ୍ତୋଳନ କରିବା ପରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକାଦଶ ସ୍ୱାଧୀନତା ଦିବସର ଅଭିଭାଷଣ। ସ୍ବାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ। ଦେଶ ଗଠନରେ ଯବାନ…

ମୋଦି-ରାହୁଲ ଟି’ ଟାଇମ

ସଂସଦ ସରିଲା ପରେ ମୋଦି ଏବଂ ରାହୁଲଙ୍କ ଚା’ ବୈଠକ ହୋଇଥିଲା। ସଂସଦ ପରିସରରେ ବୈଠକ ବସିଥିଲା। ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗଦେଇଥିଲେ। ଅମିତ…

ମସ୍କୋରେ ଓଡ଼ିଆ ସ୍କାର୍ଫ ପିନ୍ଧିଲେ ମୋଦି

ଆଜି ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିକାଶ ସହ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ କହିଥିଲେ। ମୋଦି ସେଠାରେ ସେ ଓଡ଼ିଆ ସ୍କାର୍ଫ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହା ଭିତରେ ରଥଯାତ୍ରା ସହ ମହାପ୍ରଭୁଙ୍କ…

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତୃତୀୟ ପାଳିରେ ୩ଟି ବଡ଼ କାମ କରିବୁ ବୋଲି କହିଛନ୍ତି। ଭାରତ ବିଶ୍ୱର ତୃତୀୟ ଅରଥଶକ୍ତି ଦେଶ ହେବ। ୩ କୋଟି ଘର, ୩ କୋଟି ମହିଲଳାଙ୍କୁ ଲକ୍ଷପତି ଦିଦି…

ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ

ଆଜି ଲୋକସଭାରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ମତ ରଖିବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଅଭିଭାଷଣ ରଖିବେ ମୋଦି। ଗତକାଲି…