Tag: Odisha

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ । ଦିନ ୧୧ ଟା ୩୦ ସମୟରେ ଲୋକସେବା ଭବନରେ ବସିବ ବୈଠକ । ଏହା ମୋହନ ସରକାରଙ୍କ ଚତୁର୍ଥ କ୍ୟାବିନେଟ୍ ବୈଠକ । ବୈଠକରେ କିଛି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ହୋଇଛି ୧୭୫୦ ପଞ୍ଜୀକରଣ 

ଆଜି ରାଜ୍ୟରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ନିମନ୍ତେ ସଂପୃକ୍ତ…

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା

ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବେ ରାଜ୍ୟ ପୋଲିସ ମୁଖିଆ, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏହା ମଧ୍ୟରେ ୩ ବରିଷ୍ଠ ଆଇପିଏସଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଚିଠି ହୋଇଛି। ୧୯୮୮…

ପାଟ୍ରୋଲିଂ ବେଳେ ମଝି ଚିଲିକାରେ ଫଶିଗଲା ଡଙ୍ଗା

ଡଲଫିନ୍ ସୁରକ୍ଷା ପାଇଁ ଚିଲିକାକୁ ୪ ବନ କର୍ମଚାରୀ ଯାଇଥିଲେ । ହେଲେ ମଝି ଚିଲିକାରେ ଫଶିଗଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା। ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜହ୍ନିକୁଦା ନିକଟରେ ଫଶିଯାଇଛି। ଫସିଥିବା ବନ କର୍ମଚାରୀମାନେ ଚିଲିକା ନୂଆପଡ଼ା ବନ୍ୟପ୍ରାଣୀ…

ରାଜ୍ୟରେ ଜଳାନ୍ତକ ରୋଗ ରୋକିବା ପାଇଁ ବୁଲା କୁକୁରଙ୍କୁ ଦିଆଯିବ ଟିକା

ରାଜ୍ୟରେ ବୁଲା କୁକୁର ଏକ ବଡ ସମସ୍ୟା ହୋଇ ଠିଆହୋଇଛି । ରାଜ୍ୟରେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଓଡିଶାକୁ ଜଳାନ୍ତକ ରୋଗରୁ ମୁକ୍ତ କରାଯିବାକୁ ନେଇ ପଦକ୍ଷେପ ରାଜ୍ୟ ସରକାର । ରାଜ୍ୟର ଜଳାନ୍ତକ ରୋଗ ନ…

ରାଜ୍ୟରେ ଏବେ ଜାରି ରହିବ ବିଏସକେୱାଇ କାର୍ଡ ସେବା

ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ କଥାକୁ ଆଖିରେ ରଖି ଏବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) କାର୍ଡ ସେବା ଜାରି ରହିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ବଜେଟ୍‌ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା…

କଳିଙ୍ଗ ଷ୍ଟାଡିୟମ୍ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ଛାତରୁ ଖସିଲା ସିଲିଂ

କଳିଙ୍ଗ ଷ୍ଟାଡିୟମରେ ନିମ୍ନମାନର କାମ ହୋଇଥିବାର ଅଭିଯୋଗ ହୋଇଛି । ଆଜି କଳିଙ୍ଗ ଷ୍ଟାଡିୟମର ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ସବୁ ଛାତରୁ ସିଲିଂ ଖସିପଡ଼ିଥିବା ବେଳେ ବର୍ଷା ହେଲେ ଅଷ୍ଟମ ମହଲାର ଛାତରୁ ପାଣି ଗଳୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି…

ମମତା ମହାନ୍ତ ବିଜେପିରେ ଯୋଗଦେବା ପରେ ଜୋର ଧରିଲା ରାଜନୀତି

ବିଜେପି ନେତା ଅରବିନ୍ଦ ଢାଲି ବିଜେଡି ଉପରେ କରିଥିବା ମନ୍ତବ୍ୟ ପରେ ଜୋର ସରଗରମ ହୋଇଛି ରାଜନୀତି । ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି ବିଜେଡି ବସା ଖାଲି ହୋଇଯିବ। ୨୫ ବର୍ଷରେ ବିଜେଡି…

ଗନ୍ଧମାର୍ଦ୍ଧନ ପାହାଡ଼ ରହିଛି ୯୧୨ ପ୍ରକାରର ବନୌଷଧି ଗଛ

ଆଜି ଲୋକସଭାରେ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପାହାଡ଼ ପ୍ରସଙ୍ଗ ଉଠାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପାଇକମାଳର ଏହି ପାହଡ ଉପରେ ସର୍ଭେ କରିବାକୁ ଦାବି ସହ ସେ କହିଛନ୍ତି ପାହାଡ଼ରେ ଅନେକ ପ୍ରକାରର ଔଷଧୀୟ ବୃକ୍ଷ ଅଛି । ଔଷଧୀୟ…

ଆଳୁ ସଙ୍କଟ: ପଶ୍ଚିମବଙ୍ଗ ଉପରେ ‘ଓଡ଼ିଆ ଅସ୍ମିତା’ ପ୍ରହାର

ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ବହୁ ସମସ୍ୟା ହେବା ପରେ ଏବେ ଏଥିରେ ସୁଧାର ଆସିଛି। ଓଡ଼ିଶାକୁ ଉତ୍ତରପ୍ରଦେଶରୁ ଆଳୁ ଆସିଲା। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆସିବା କମ୍‌ କରାଯିବ ବୋଲିଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର…