Tag: Odisha

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଦୁଇଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କୁ ଉତ୍ତମ ଆଚ୍ଚରଣ ପାଇଁ ୱାର୍ଣ୍ଣିଙ୍ଗ ଦେଇଥିବା ବେଳେ ଆଜି ଆଇପିଏସ ସ୍ତରରେ ଅଦଳବଦଳ ହୋଇଛି। ହାଇ ପ୍ରୋଫାଇଲ ଅଫିସରଙ୍କୁ ବାହାର କରାଯାଇ ତଳସ୍ତରର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏସପି ଓ ଡିଏସପିଙ୍କର…

ଭଦ୍ରକରେ ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା

ଭଦ୍ରକରେ ଆଉ ୪୮ ଘଣ୍ଟା ବଢ଼ିଲା ମୋବାଇଲ୍‌ ଇଣ୍ଟରନେଟ୍‌ କଟକଣା। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ସତ୍ୟଜିତ ନାୟକ। ମାତ୍ର ଲିଜ୍‌ ଲାଇନ ସେବା ଚାଲୁ ରହିବ ବୋଲି କହିଛନ୍ତି। ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ…

ବର୍ଷାରେ ଭିଜିବ ଦଶହରା

ଏଥର ବର୍ଷାରେ ଭିଜିବ ଦଶହରା। ଦଶହରା ପୂର୍ବରୁ ରାଜ୍ୟରେ ବଡ଼ ବର୍ଷା ଅଛି। ଅକ୍ଟୋବରରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପ୍ରଭାବରେ ଅକ୍ଟୋବର ୪ରୁ ୧୦ ତାରିଖ ଯାଏଁ ବର୍ଷା ସମ୍ଭାବନା ଅଛି। ବାତ୍ୟା ମାସରେ ଲଘୁଚାପ ସୃଷ୍ଟି ହେଲେ…

ବିଜେଡି ସରକାରକୁ ଟାର୍ଗେଟ କଲେ ମୋହନ ମାଝୀ; ୨୪ ବର୍ଷ ଶାସନରେ ବିକାଶ ନାଁରେ ବିନାଶ ହୋଇଛି

ଯାଜପୁର ଜିଲ୍ଲା ବଡ଼ଚଣାରେ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ମଞ୍ଚ ଉପରୁ ବିଜେଡିକୁ ଟାର୍ଗେଟ କରିଛନ୍ତି। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ ମୋହନ ମାଝୀ। ବିଜେଡିର ଗାଁକୁ କାମ,…

ରେଭେନ୍ସାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ହଜାରେ ବର୍ଷର ପୁରୁଣା ସହର କଟକରେ ଶିକ୍ଷାର ପ୍ରସାର ପାଇଁ ପ୍ରଥମେ ରେଭେନ୍ସା କଲେଜକୁ ‘କଟକ କଲେଜ’ ନାମରେ ନାମିତ କରାଯାଇଥିଲା। ବ୍ରିଟିଶ ଶାସନ ହାତରେ ଦୀର୍ଘଦିନ ପରାଧୀନ ରହିବା ସହ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ନିର୍ଯାତନା ସହୁଥିଲେ ଓଡ଼ିଶାବାସୀ।…

ବିନା କ୍ଷମତାରେ ଛଟପଟ ବିଜେଡି; ଶଙ୍ଖଭବନ ବିବାଦ ପଶିଲାଣି ବିଏମସିରେ

ପ୍ରସିଦ୍ଧ ନିର୍ଦ୍ଦେଶକ ଭି ଶାନ୍ତରେରାମଙ୍କ ଏକ ସୁନ୍ଦର ରୋମାଣ୍ଟିକ ଫିଲ୍ମର ନାଁ ଥିଲା ‘ଜଲ ବିନ ମଛଲି, ନୃତ୍ୟ ବିନ ବିଜଲି’। କାହାଣୀ ଅପେକ୍ଷା ଫିଲ୍ମର ନାଁ ବିଜୁ ଜନତା ଦଳର ସାମ୍ପ୍ରତିକ ସ୍ଥିତି ସହ ସମ୍ପୂର୍ଣ୍ଣ ଖାପ ଖାଇଯାଉଛି। ମାଛ…

ଅକ୍ଟୋବର ୯ରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଦ୍ବିତୀୟ ପର୍ଯ୍ୟାୟ ପ୍ରଥମ ‘ସୁଭଦ୍ରା’ କିସ୍ତି ଟଙ୍କା ଅକ୍ଟୋବର ୯ ତାରିଖରେ ଆସିବ। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଦେଇଛନ୍ତି। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିସ୍ତି ଟଙ୍କା ପ୍ରଦାନ କରିବେ। ୪୦ ଲକ୍ଷରୁ…

ରାତି ୨ଟାରେ ବି ଥାନାକୁ କୌଣସି ଅଭିଯୋଗ ଆସିଲେ ଶୁଣିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ସମ୍ମିଳନୀର ଦ୍ବିତୀୟ ଦିନ । ଆଜି ସମ୍ମିଳନୀରେ ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକଙ୍କୁ…

ଡିଜିପିଙ୍କ ବିରୋଧରେ ବିଦ୍ରୋହ କରିବେ କି ପୁଲିସଓ୍ବାଲା ?

ଭରତପୁର ଥାନାର ୫ଜଣ ବାବୁ ଓ ବାବୁଆଣିଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଉତକ୍ଷିପ୍ତ ହୋଇପଡ଼ିଲେ ପୁଲିସ ମହସଂଘର କିଛି ପାରିବାରବାବୁ । ଯାହା କେବେ ଦେଖାଯାଇନଥିଲା ତାହା ଦେଖାଇବାକୁ ଦୁଃସାହସ କଲେ ସେମାନେ । ସପ୍ତମ ବାଟେଲିୟନରେ ବୈଠକୀ…

ବେଦାନ୍ତ ପରେ ହେଲିକପ୍ଟର ଦୁର୍ନୀତି ମାମଲା; ରାଜ୍ୟପାଳଙ୍କ ମଞ୍ଜୁରୀ ଲୋଡ଼ିଲେ ସାମାଜିକ କର୍ମୀ

ପୁରୀ ଜମି ବିବାଦ ପରେ ପୁଣି ଏକ ବଡ଼ ବିବାଦକୁ ନେଇ ଅଦାଲତୀ ମାମଲାରେ ଛନ୍ଦି ହେବାକୁ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ହେଲିକପ୍ଟର ଦୁର୍ନୀତି ପାଇଁ ରାଜ୍ୟପାଳ ରଘୁବର ଦାସଙ୍କ…