ତାଜା ଖବର ରାଜ୍ୟ କ୍ଷତିରେ ଚାଲୁଛି OSRTC ବସ୍ March 27, 2025 Papirani ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍ । ତେଣୁ କ୍ଷତିରେ ଚାଲୁଛି OSRTC ବସ୍। ଦୁଇ ବର୍ଷରେ OSRTC କ୍ଷତି ସହିଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଆଜି ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ପୋଲିସ କର୍ମଚାରୀ ଆହତ March 27, 2025 Papirani ରଣକ୍ଷେତ୍ରରେ ପରିଣତ ହୋଇଛି ରାଜଧାନୀ ରାଜରାସ୍ତା । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ଅଣ୍ଡା, ଟମାଟୋ, ଢେଲା ମାଡ଼ କରିଥିଲେ ।…
ତାଜା ଖବର ରାଜନୀତି ରାଜ୍ୟ ମାନସ ଚୌଧୁରୀଙ୍କୁ ଉଠାଇ ନେଲା ପୋଲିସ March 27, 2025 Papirani ଆଜି ବିଧାନସଭା ଘେରିବାକୁ ବାହାରିଲା କଂଗ୍ରେସ। ବିଧାନସଭା ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଲଗାତର ଦୁଇ ଦିନ ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ପରେ ଆଜି କଂଗ୍ରେସର ଆନ୍ଦୋଳନ । ରାଜ୍ୟରେ ମହିଳା ଅସୁରକ୍ଷିତ ଏବଂ…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭା ପରିସରରେ ଗଙ୍ଗାଜଳ ଛିଞ୍ଚି ବିଜେଡିର ପ୍ରତିଦାବ March 27, 2025 Papirani ବିଧାନସଭା ପରିସରରେ ବିଜେଡିର ଅଭିନବ ପ୍ରତିଦାବ । ଗୃହରେ ବିନା ବିରୋଧୀ କଂଗ୍ରେସରେ ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବେଳେ ଗଙ୍ଗାଜଳ ଛିଞ୍ଚି ବିଜେଡି ବିଧାୟକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଟିକାରେ ଗଙ୍ଗାଳଜ ସାଙ୍ଗକୁ ଆମ୍ବପତ୍ର ନେଇ ଗୃହ ପରିସରରେ ବିଜେଡି…
ତାଜା ଖବର ରାଜ୍ୟ ସ୍କୁଲରେ ମିଳିବ ପୁଷ୍ଟିକର ଲଡ଼ୁ March 26, 2025 Papirani ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ରାଜ୍ୟସରକାର ନେଇଛନ୍ତି ବଡ଼ ପଦେକ୍ଷପ। ଏଥର ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ମିଳିବ ପୁଷ୍ଟିକର ଲଡ଼ୁ ।ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସପ୍ତାହକୁ ମିଳିବ ୩ଟି ପୁଷ୍ଟିକର…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର: ଆଇନ ମନ୍ତ୍ରୀ March 26, 2025 Papirani ବିଧାନସଭାରେ ଦୀର୍ଘ ୧୩ ଦିନ ହେବ ପ୍ରଶ୍ନକାଳ, ଶୂନ୍ୟକାଳ ବାଧାପ୍ରାପ୍ତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳୁଥିବା ବେଳେ ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର ହେଉଛି କହିଲେ ଆଇନ ମନ୍ତ୍ରୀ । ଆଜି ପ୍ରେସ୍ମିଟ୍ କରି ଉଭୟ କଂଗ୍ରେସ ଓ…
ରାଜ୍ୟ ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ March 26, 2025 Nirvay ପୁଣି ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ । ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଟ୍ରେନକୁ ପଥର ମାଡ ହୋଇଥିବା ସୂଚନା । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ କଲୁଙ୍ଗା ଷ୍ଟେସନରେ କେହି ଦୁର୍ବୃତ୍ତ ଟ୍ରେନ ଉପରକୁ ପଥର ଫିଙ୍ଗିବାରୁ ୨ଟି ବଗିର…
ରାଜନୀତି ରାଜ୍ୟ ଅତିରିକ୍ତ ପୋଲିସ କମିଶନରଙ୍କ କଲର ଧରିଲେ କଂଗ୍ରେସ କର୍ମୀ March 26, 2025 Nirvay ସୀମା ଟପିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ସମୟରେ ପୋଲିସର କଲର୍ ଧରି ଟଣାଓଟରା କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ବିଧାୟକ ରମେଶ ଜେନା ବିଧାନସଭା ଭିତରକୁ ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅତିରିକ୍ତ ପୋଲିସ କମିଶନର…
ତାଜା ଖବର ରାଜ୍ୟ ବିଧାନସଭା ଗୃହରୁ ନିଲମ୍ବିତ ହେଲେ ତାରା ଓ ରମେଶ March 26, 2025 Papirani ବିଧାନସଭା ଗୃହରୁ ନିଲମ୍ବିତ ହେଲେ ଆଉ ୨ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନାଙ୍କୁ ମଧ୍ୟ ନିଲମ୍ବିତ କଲେ ବାଚସ୍ପତି ସୁରମା ପାଢ଼ୀ । ୧୪ ଜଣ ବିଧାୟକଙ୍କ ମଧ୍ୟରୁ ସବୁ କଂଗ୍ରେସ ବିଧାୟକ…
ତାଜା ଖବର ରାଜ୍ୟ ଶପଥ ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି March 26, 2025 Papirani ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ହରିଶ ଟଣ୍ଡନ । ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ହାଇକୋର୍ଟର ସମସ୍ତ…