ଦେଶ ରାଜ୍ୟ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ June 24, 2025 Nirvay ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଧୁ’ ଜରିଆରେ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀ ଫେରିଛନ୍ତି । ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଥିବା ପରେ ସେମାନେ ଭାରତ, ଇସ୍ରାଏଲ ଓ…