Tag: Odisha. Shakti Bahini

ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ ‘ଶକ୍ତି ବାହିନୀ’ ଗଠନ

ପାର୍ବଣ ଋତୁ ଚାଲିଛି। ଦୁର୍ଗାପୂଜାରେ ମହିଳାଙ୍କ ସୁରକ୍ଷା ପାଇଁ ‘ଶକ୍ତି ବାହିନୀ’ ଗଠନ ହେବ। ୪୦ ଜଣିଆ ମହିଳା ପୋଲିସଙ୍କୁ ନେଇ ଟିମ୍‌ ଗଠନ ହୋଇଛି। ୨୦ଟି ବାଇକ୍‌ରେ ପ୍ରତି ପୂଜା ମଣ୍ଡପ ବୁଲି ମହିଳାମାନଙ୍କ ସୁରକ୍ଷା କଥା ବୁଝିବେ। ଦରକାର…