ଦେଶ ରାଜନୀତି ଏନଡିଏକୁ ଫେରିବେ କି ନୀତିଶ କୁମାର? ଚର୍ଚ୍ଚାରେ ବିହାରର ରାଜନୈତିକ ଚର୍ଚ୍ଚା January 23, 2024 Nirvay ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଘନିଷ୍ଠ ସହଯୋଗୀ ବିଜୟ କୁମାର ଚୌଧୁରୀଙ୍କ ସହ ପାଟନାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସହ ଭେଟ କରିଛନ୍ତି। ନୀତିଶ ହଠାତ୍ ରାଜ୍ୟପାଳଙ୍କ ପାଖରେ ପହଞ୍ଚିବା ପରେ ରାଜନୈତିକ ଚର୍ଚ୍ଚା ବଢ଼ିଯାଇଛି। କିଛି…