Tag: NEET PG 2025 Result

ପ୍ରକାଶ ପାଇଲା ନିଟ ପିଜି ପରୀକ୍ଷା ଫଳ

ପ୍ରକାଶ ପାଇଲା ଚଳିତ ବର୍ଷର ମେଡିକାଲ ସ୍ନାତ୍ତକତ୍ତୋର ଶିକ୍ଷା ପାଇଁ ଉଦ୍ଦିଷ୍ଟ ନିଟ୍‌ ପିଜି ପରୀକ୍ଷା ଫଳାଫଳ । ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ (ଏନବିଇଏମଏସ) ଆଜି ନିଟ୍ ପିଜି ୨୦୨୫ ର ଫଳାଫଳ ଘୋଷଣା କରିଛି…