Tag: Neeraj Yadav

Asian Para Games Gold Medalist Neeraj Yadav Dies: ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ

ଭାରତୀୟ ପାରା ଆଥଲେଟିକ୍ସ ଖେଳାଳି ନୀରଜ ଯାଦବ (୪୨)ଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତିରେ ସେ ନିଜ ଫ୍ଲାଟ୍‌ରେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ…