ତାଜା ଖବର ରାଜ୍ୟ Naveen Patnaik’s Missing Posters in Hinjili: ହିଞ୍ଜିଳିରେ ନବୀନଙ୍କ ‘ମିସିଂ’ ପୋଷ୍ଟର, ବିଜେପି-ବିଜେଡି ମୁହାଁମୁହିଁ November 2, 2026 Nirvay ବାତ୍ୟା ଓ ବନ୍ୟା ସମୟରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଗସ୍ତ ନକରିବାକୁ ନେଇ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ବିରୋଧୀମାନେ ଘେରିଛନ୍ତି । ହିଞ୍ଜିଳି ସହର ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ‘ନବୀନ ମିସିଂ’…