Tag: Minor Driver

ନାବାଳକ ପିଲାଙ୍କୁ ଗାଡ଼ି ଦେଉଥିବା ଅବିଭାବକ ସାବଧାନ!

ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ଅଭିଭାବକମାନେ ସାବଧାନ ରୁହନ୍ତୁ। ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ। କାରଣ, ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ରାଜ୍ୟବ୍ୟାପୀ ଚେକିଂ ଜୋରଦାର ଚାଲିଛି। ୧୮ ବର୍ଷରୁ କମ୍ ପିଲା…

ପ୍ରଥମ ଦିନରେ ୧୫୩ ନାବାଳକଙ୍କୁ ୩୮.୨୫ ଲକ୍ଷ ଟଙ୍କା ଜୋରିମାନା

ରାଜ୍ୟବ୍ୟାପୀ ନାବାଳକ ଗାଡିଚାଳକ ଧରପଗଡ଼ ଚାଲିଛି। ପ୍ରଥମ ଦିନ ଧରାପଡିଲେ ୧୫୩ ନାବାଳକ ଚାଳକ। ଆଜିଠୁ ଚେକିଂ କଡ଼ାକଡ଼ି କରାଯାଇଛି। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଚାଲିଛି। ପ୍ରଥମ ଦିନରେ ୬୦ଟି ଗାଡି ଜବତ କରିଛି…

ନାବାଳକଙ୍କୁ ଡ୍ରାଇଭ ମନା: ଆଜିଠୁ ଏସଟିଏର ଚେକିଂ ଜୋରଦାର

ଦୁର୍ଘଟଣା ଓ ଆଇନଶୃଙ୍ଖଳା ପରିସ୍ଥିତି ରୋକିବା ପାଇଁ ଆଜିଠୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ଆକ୍ସନ ମୋଡ଼କୁ ଆସିଛି । ଆଜିଠୁ ଏସଟିଏ ପକ୍ଷରୁ ଦୁଇ ଦିନିଆ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଛି। ବିଶେଷକରି ନାବାଳକଙ୍କ ଗାଡ଼ିଚାଳନା ରୋକିବାକୁ ଚେକିଂ ଜୋରଦାର…

ନାବାଳକ ଗାଡ଼ିଚାଳକ ସାବଧାନ: ଧରାପଡ଼ିଲେ ଜୋରିମାନା

ନାବାଳକ ଗାଡ଼ି ଚଲାଉଥିଲେ ସାବଧାନ ହୋଇଯାଆନ୍ତୁ। ରାଜ୍ୟରେ ବଢ଼ୁଥିବା ଦୁର୍ଘଟଣା ତଥା ବେପାରୁଆ ଗାଡ଼ିଚାଳନାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ) କଠୋର ହୋଇଛି । ଆସନ୍ତା ସପ୍ତାହରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ଧରପଗଡ଼ ହେବ। ନାବାଳକ ଗାଡ଼ି ଚାଳକ…