ରାଜନୀତି Mid-Day Operation: ବବିଙ୍କୁ ଭିଡ଼ିବା ପାଇଁ ଆରମ୍ଭ ହେଲା ଚକ୍ରାନ୍ତ January 20, 2026 Papirani କଦଳୀ ଗଛରୁ ଯେମିତି ଅନେକ ପୁଆ ବାହାରେ ଠିକ ସେମିତି ଅରବିନ୍ଦ ମହାପାତ୍ରଙ୍କୁ ଦଳ ବିରୋଧୀ ଅଭିଯୋଗରେ ବିଜଦ ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ କରିବା ପରେ ଅନେକ ପୁଆ ବାହାରିଲାଣି। ଆହୁରି ବି ଅନେକ ବାହାରିବ। ଗଲା ଗୁରୁବାର ନବୀନ…