ରାଜ୍ୟ ମାଟ୍ରିକ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ରରେ ତୃଟି March 1, 2025 Nirvay ମାଟ୍ରିକ ପରୀକ୍ଷାର ଆଜି ଚତୁର୍ଥ ଦିନ । ଚତୁର୍ଥ ଦିନରେ ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଥିଲା । ତେବେ ମାଟ୍ରିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ରରେ ଆଜି ତୃଟି ଦେଖାଦେଇଛି । ବିଜ୍ଞାନ ବି- ସେଟ୍ରେ ୪ ମାର୍କ କମ୍ ଥିବା…