ରାଜ୍ୟ ସ୍ୱାସ୍ଥ୍ୟ କନ୍ଧମାଳ ଆମ୍ବ ଟାକୁଆ ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି November 18, 2024 Sitaram Senapati ଓଡ଼ିଶାର କନ୍ଧମାଳରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି, ସୋମବାର ଦିନ ଅନ୍ଯ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। କଟକର SCB ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜୀତା ମାଝୀଙ୍କର…