Tag: Mancheswar Railway Station

ମଞ୍ଚେଶ୍ୱର ରେଳ ଷ୍ଟେସନରେ ଅଟକିବ ତିନୋଟି ପ୍ରମୁଖ ଟ୍ରେନ୍

ମଞ୍ଚେଶ୍ୱର ରେଳ ଷ୍ଟେସନରେ ତିନୋଟି ପ୍ରମୁଖ ଟ୍ରେନ୍ ଅଟକିବା ପାଇଁ ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରବାସୀ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅନୁରୋଧ କରି ଆସୁଥିଲେ । ଭାରତୀୟ ରେଳବାଇ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁରୋଧକୁ ଆଜି ଗ୍ରହଣ କରିଛି । କୋଣାର୍କ ଏକ୍ସପ୍ରେସ୍, ବିଶାଖା…