ତାଜା ଖବର ରାଜ୍ୟ Ram Navami 2026: ଶ୍ରୀରାମନବମୀ ପାଇଁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି March 26, 2026 Nirvay ଶ୍ରୀରାମନବମୀ ପାଇଁ ସମ୍ବଲପୁର ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି । ରିଜର୍ଭ ପୋଲିସ୍ ପଡ଼ିଆ ପରିସରରେ ବ୍ରିଫିଂ କାର୍ଯ୍ୟକ୍ରମ ଆଜି ହୋଇଛି । ଆଇନ-ଶୃଙ୍ଖଳା ରକ୍ଷା କରାଯିବା ନେଇ ଆଲୋଚନା ହୋଇଛି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ସେନ୍ସିଟିଭ୍ ଅଞ୍ଚଳଗୁଡ଼ିକୁ…