Tag: Liver Transplant

ଏସସିବିରେ ଦ୍ୱିତୀୟ ଲିଭର ପ୍ରତିରୋପଣ ସଫଳ

କଟକ ଏସସିବି ମେଡିକାଲରେ ଦ୍ବିତୀୟ ଲିଭର ପ୍ରତିରୋପଣ ସଫଳତାର ଶେଷ ହୋଇଛି। ୯ ଘଣ୍ଟାର ଅପରେସନ ସଫଳ ହୋଇଥିବା ନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଅଞ୍ଚଳର ମାନସ ମୁଦୁଲି (୩୯)ଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି।…