Tag: Leander Paes

Leander Paes Joins BJP: ପଦ୍ମ ଧରିଲେ ଟେନିସ ତାରକା ଲିଆଣ୍ଡର ପେସ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ମାହୋଲ ସରଗରମ ଥିବାବେଳେ ଭାରତୀୟ ଟେନିସ ଜଗତର ଖ୍ୟାତନାମା ଖେଳାଳି ଲିଆଣ୍ଡର ପେସ ଆଜି ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ…