ରାଜ୍ୟ ସମ୍ପାଦକୀୟ High Court Pulls Up Govt: ହାଇକୋର୍ଟ ଛାଟ ପରେ ବି ଭାଙ୍ଗୁନି ନିଦ; ବାବୁଙ୍କ ପାଇଁ ନିଜ ସ୍ୱାର୍ଥ, ହମ ବଡା ନୀତି ବଡ଼ January 14, 2026 Papirani ସରକାର ଏବଂ ସରକାରୀ ବାବୁମାନେ ହାମବଡ଼ା ଓ ଅପରିଣାମଦର୍ଶୀ ହେଲେ କେମିତି କୋର୍ଟ ଛାଟ ଖାଇବାକୁ ହୁଏ, ତାହାର ବଡ଼ ପ୍ରମାଣ ରଖିଛନ୍ତି ମୋହନ ସରକାରଙ୍କ ରାଜସ୍ୱ ଏବଂ ସାଧାରଣ ପ୍ରଶାସନ ବିଭାଗ। ଜମି ସଂସ୍କାର ଆଳରେ ଯେଉଁ ନିୟମ କରିଥିଲେ…