Tag: Job requirement scam

Job Recruitment Scam: ଗଣଶିକ୍ଷା ବିଭାଗରେ ୧୦୦କୋଟିର ନିଯୁକ୍ତି ସ୍କାମ୍ !

ବିଜଦ ସମୟରୁ ଚାଲିଆସିଥିବା ସବୁ ପ୍ରକାର ସ୍କାମ୍ ଏବେ ମଧ୍ୟ ଜାରି ରହିଛି। କହିବାକୁ ଗଲେ ଗାଣିତିକ ହାରରେ ବଢ଼ିବାରେ ଲାଗିଛି। ପ୍ରାୟ ୨୫୦ କୋଟିର ଏସ୍‌ଆଇ ନିଯୁକ୍ତି ସ୍କାମର ତଦନ୍ତ ଦିଗହରା ହୋଇଥିବା ବେଳେ ଗଣଶିକ୍ଷା ବିଭାଗର ଧଳାହାତୀମାନେ ଆଉ…