ରାଜନୀତି ରାଜ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା ପରେ ଜୟନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା April 11, 2024 Nirvay ସମ୍ବଲପୁର ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ। ନିକଟରେ ଦୁର୍ଘଟଣା ପରେ ସୁସ୍ଥ ହୋଇଥିବା ଏହି ନେତା ପ୍ରଥମ ଥର ପାଇଁ ସମ୍ବଲପୁର…