ବ୍ୟବସାୟ Jajpur Politics: ମଞ୍ଚ ଉପରୁ ବବିଙ୍କୁ ଟାର୍ଗେଟ କଲେ ଅରିନ୍ଦମ ରାୟ February 3, 2026 Nirvay ଯାଜପୁର ଜିଲ୍ଲା, କୋରେଇ ବ୍ଲକ ଅନ୍ତର୍ଗତ କରଦା ହରିହାଟ ମହୋତ୍ସବ ମଞ୍ଚରେ ପୂର୍ବତନ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ବବିଙ୍କ ଭିଣୋଇ ତଥା ସିନେ ତାରକା ଓ ବିଜେପି ନେତା ଅରିନ୍ଦମ ରାୟ ।…