ହାତାହାତି ପରେ ପ୍ୟାଚ ପକେଇବାକୁ ଚେଷ୍ଟା କଲେ ଦୁଇ ବିଜେଡି ନେତ୍ରୀ
ଗତକାଲି ଶଙ୍ଖଭବନ ହାଇଡ୍ରାମା ଆଜି ନୂଆ ମୋଡ଼ ନେଇଛି । ଶଙ୍ଖ ଭବନରେ ଘଟିଥିବା ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ସକାଳେ କହିଥିଲେ ଯେ ଇପ୍ସିତା ଆଉ କିଛି ଦଳୀୟ ବନ୍ଧୁଙ୍କ…