Tag: Hiraakud

ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ଖୋଲିଲା ହୀରାକୁଦର ପ୍ରଥମ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ବାମପଟ ୭ନଂ ସ୍ଲୁଇସ୍ ଗେଟରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେବେ ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ୨୦ଟି ଗେଟ୍ । ପ୍ରଥମ…