ରାଜ୍ୟ ‘ନିର୍ଭୟ’ କହିଥିବା କଥା ହେଲା ସତ; ଏବେ ଅଧିକାଂଶ ଜିଲ୍ଲାରେ ଧାନ ଉଠାଉ ନାହାନ୍ତି ମିଲର୍ସ December 23, 2024 Papi Jena ନଭେମ୍ବର ୧୩ ତାରିଖ ନିର୍ଭୟ ସଂସ୍କରଣରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ‘ଧାନ ସଂଗ୍ରହରେ ଅପଯୋଗ ଆଶଙ୍କା ବଢ଼ୁଛି, ଭାଜପା ସରକାରକୁ ଘେରିବ ମିଲର୍ସ ସଂଘ ! ଠିକ୍ ତାହାହିଁ ହେଉଛି। ଭାଜପା ସରକାରଙ୍କୁ ଠିକ ଧାନ ସଂଗ୍ରହ ଋତୁରେ ବ୍ଲାକ୍ମେଲ…