Tag: Geologist

ଭିଜିଲାନ୍ସ ଜାଲରେ ଭୂତତ୍ତ୍ୱବିତ

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ (ଭୂତତ୍ତ୍ୱବିତ) ଅସୀମ ଅଂଶୁମାନ ନାୟକ। କନସଲଟାନ୍ସି ଫି’ କରାଇଦେବା ପାଇଁ ୫୦ ହଜାର…