Tag: EV Project

ଓଡ଼ିଶା ଇଭି ପ୍ରୋଜେକ୍ଟରୁ ଓହରିବନି ଜେଏସଡବ୍ଲ୍ୟୁ

ଓଡ଼ିଶାରେ ପ୍ରସ୍ତାବିତ ଇଭି ପ୍ରକଳ୍ପରୁ ଜେଏସଡବ୍ଲ୍ୟୁ ଓହରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୂର୍ଣ୍ଣଛେଦ ପକାଇଛି କମ୍ପାନୀ । କଂପାନୀ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜାରି କରି ଏ ବିଷୟରେ ସ୍ପଷ୍ଟ କରାଯାଇଛି। ଜେଏସଡବ୍ଲ୍ୟୁର ଏକ୍‌ଜିକ୍ୟୁଟିଭ୍‌ ଭାଇସ୍‌ ପ୍ରେସିଡେଣ୍ଟ ରଂଜନ ନାୟକଙ୍କ…