ତାଜା ଖବର ଦେଶ PM Modi Calls Virtual Meet With CMs: ଆସନ୍ତା କାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଆଲୋଚନା March 26, 2026 Nirvay ପଶ୍ଚିମ ଏସିଆ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ବୈଠକରେ ପଶ୍ଚିମ ଏସିଆ ସଂକଟର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ରାଜ୍ୟଗୁଡିକର ଯୋଜନା…