Tag: Electricity Bill

Farmers In Tears: ବିଦ୍ୟୁତ ବିଲ ପାଇଁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖିଲେ ଚାଷୀ

ବରଗଡ଼ ଜିଲ୍ଲା, ଭେଡେନ ବ୍ଲକ, କୁଶନପୁରୀ ଗ୍ରାମର ଜଣେ ଚାଷୀ ବିଦ୍ୟୁତ ବିଲ ପରିଶୋଧ ନକରିପାରିବାରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ନେଇ ରଖିଛନ୍ତି । ସୂଚନା ଅନୁଯାୟୀ, ରମେଶ ପାତ୍ର ନାମକ ଜଣେ ଚାଷୀଙ୍କ ୪ ଏକର ଜମି…