Tag: Electic

Smart Meter Scam: ୪୮୮ କୋଟିର ସ୍ମାର୍ଟ ସ୍କାମ୍ !

ପ୍ରଦୂଷଣ ସାର୍ଟିଫିକେଟ ମାମଲାରେ ସରକାର ନିଜ ହାତ ପୋଡ଼ି ସାରିଛନ୍ତି। ସ୍ମାର୍ଟ ମିଟର କାଦୁଅ ଭିତରେ ଗୋଡ଼ ଭର୍ତ୍ତି କରିସାରିଛନ୍ତି ସରକାର। ଆଗକୁ ମଧ୍ୟ ଏହାକୁ ନେଇ ସରକାରଙ୍କ ଗୋଡ଼ ପୋଡ଼ିବାର ଆଶଙ୍କା ଅଛି । ମାମଲା ଗଲାଣି ହାଇକୋର୍ଟକୁ। କ୍ୟାବିନେଟ…