Tag: Doctors strike

Odisha Invokes ESMA: ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ଆଗାମୀ ୬ ମାସ ପାଇଁ ଏସ୍‍ମା ଲାଗୁ କଲେ ସରକାର

ସାରା ଓଡ଼ିଶାରେ ଡାକ୍ତରମାନେ ପ୍ରତିଦିନ ଦୁଇ ଘଣ୍ଟା ଓପିଡି ବର୍ଜନ କରୁଥିବାରୁ, ରାଜ୍ୟ ସରକାର ମଙ୍ଗଳବାର ଦିନ ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ଆଇନ, ୧୯୮୮ (ESMA) ଲାଗୁ କରି ଡାକ୍ତରୀ କର୍ମଚାରୀଙ୍କ ଧର୍ମଘଟକୁ ଛଅ ମାସ ପାଇଁ ନିଷେଧ କରିଛନ୍ତି…