Tag: Cuttack Clash

କଟକରେ ଶାନ୍ତି ସ୍ଥାପିତ ପାଇଁ ମୋହନ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ

ଭାଇଚାରାର ସହର କଟକରେ ଧୀରେ ଧୀରେ ଶାନ୍ତି ଫେରୁଛି । ସହରରେ ଶାନ୍ତି ଫେରାଇ ଆଣିବାକୁ ମୋହନ ସରକାରଙ୍କ ପଦକ୍ଷେପ ବେଶ ସ୍ୱାଗତଯୋଗ୍ୟ । ପରିସ୍ଥିତି ଉଦବେଗଜନକ ହେବା କ୍ଷଣି ତୁରନ୍ତ ଆକ୍ସନ ନେଇ କର୍ଫ୍ୟୁ ଜାରି କରିବା ସହ ୩୬…

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ…

କଟକରେ ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା

କଟକକୁ ପୁଣି ଶାନ୍ତି ଫେରୁଛି । କଟକରେ ମଙ୍ଗଳବାର ଦିନ ସନ୍ଧ୍ୟା ୭ଟାରୁ ଇଣ୍ଟରନେଟ ସେବା ସ୍ଵାଭାବିକ ହୋଇଛି । ୪୮ ଘଣ୍ଟା ପରେ ଇଣ୍ଟରନେଟ୍‌ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି । କଟକର ୧୩ ଥାନା ଅଞ୍ଚଳରେ ରବିବାର…

କଟକ ଗୋଷ୍ଠୀ ସଂଘର୍ଷ ଘଟଣାରେ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ

କଟକ ସହରରେ ଦୁର୍ଗା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଉତ୍ତେଜନା, ହିଂସାତ୍ମକ ପରିସ୍ଥିତି ନେଇ କମିଶନରେଟ ପୋଲିସ ନିର୍ଦ୍ଦେଶାବଳୀ ଜାରି କରିଛି । କଟକରେ ହୋଇଥିବା ସମ୍ପ୍ରତି ଗୋଷ୍ଠୀ ସଂଘର୍ଷ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ…