ଦେଶ ବିଶ୍ୱ ରାଜ୍ୟ କ୍ରୋଏସିଆ ରାଷ୍ଟ୍ରପତିଙ୍କୁ ପଟ୍ଟଚିତ୍ର ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି June 19, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କ୍ରୋଏସିଆ ଗସ୍ତରେ ଥିବା ସମୟରେ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ଓଡ଼ିଶାର ଏକ ପଟ୍ଟଚିତ୍ର ଉପହାର ଦେଇଛନ୍ତି । ଓଡ଼ିଶାର ପାରମ୍ପରିକ କଳାର ରୂପ ହେଉଛି ପଟ୍ଟଚିତ୍ର । ଉତ୍କଳୀୟ କଳାର ଏହା ଏକ…