ତାଜା ଖବର ରାଜ୍ୟ Communal Violence In Sundargarh: ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ January 15, 2026 Nirvay ଗୋହତ୍ୟାକୁ ନେଇ ବିବାଦ ପରେ ସୁନ୍ଦରଗଡ଼ ଜିଲ୍ଲାରେ ହିଂସା ଦେଖାଦେଇଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାର ନିକଟରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ଅନେକ ଯୁବକ ଏବଂ ପୋଲିସ କର୍ମଚାରୀ ଆହତ…