ରାଜ୍ୟ ଜଗନ୍ନାଥ ପ୍ରଧାନଙ୍କ ଗିରଫ ନେଇ ସରକାରଙ୍କୁ ୩ ଦିନର ମହଲତ ଦେଲା ଓଏଏସ ସଂଘ July 3, 2025 Nirvay ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ତୀବ୍ର ପ୍ରତିବାଦ କରିଛି ଓଡିଶା ପ୍ରଶାସନିକ ସେବା ସଂଘ । ଏହାର ପ୍ରତିବାଦରେ ରାଜ୍ୟ ସରକାରଙ୍କୁ ତିନି ଦିନର ସମୟ ଦେଇଛି ଓଏଏସ ସଂଘ । ମାସ ମାସ…