ରାଜ୍ୟ ଶାହାଙ୍କ ଅଫିସକୁ ଯାଇଥିଲେ କି ବିଷ୍ଣୁ-ବିଜୟକେତନ ? December 18, 2024 Papirani ବିଆର୍ସି (ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ) ଲାଞ୍ଚ ମାମଲାରେ ନାଁ ଉଠିଛି ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କର। ସିବିଆଇ ନୋଟିସ ପଠାଇ ସାରିଛି। ଗତ ୧୧ ତାରିଖରେ ଜେରା ହେବାର ଥିଲା। କିନ୍ତୁ ସେତେବେଳେ ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗ…