Tag: Balabgir

ଗ୍ୟାଙ୍ଗୱାର ପରେ ବଲାଙ୍ଗୀର ଜେଲରେ ଚଢ଼ଉ

ବଲାଙ୍ଗୀର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।…