Tag: Athagarh MLA

ଆଶୁ ଆରୋଗ୍ୟ କାମନା ପାଇଁ ଶୁଭେଛୁଙ୍କୁ ଧନ୍ୟବାଦ ଦେଲେ ଆଠଗଡ଼ ବିଧାୟକ

ନିକଟରେ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମେରୁଦଣ୍ଡର ବଡ଼ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ଆଶୁ କାମନା କରିଥିବା ଶୁଭେଛୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଚିକିତ୍ସା ସମୟରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ସେବା…