ସମ୍ପାଦକୀୟ ଯେଉଁ ସଂସ୍ଥାରେ ଆରତୀ, ସେହି ସଂସ୍ଥା ସହ ଏମ୍ଓୟୁ ? July 21, 2025 Papirani ଓଡି଼ଆରେ ନେଣଦେଣର ଇଂରାଜୀ ପରିଭାଷାଟି ହେଲା କୁଇଡ୍ ପ୍ରୋ କ୍ୟୋ । ଅର୍ଥାତ କିଛି ବିନିମୟରେ କିଛି ପ୍ରାପ୍ତି । ମୋହନ ସରକାରଙ୍କ କ୍ଷେତ୍ରରେ ଏମିତି ଏକ ଅଭିଯୋଗ ଆସିଛି ସାମ୍ନାକୁ। ଅଭିଯୋଗଟି ସାଙ୍ଘାତିକ। ଏହା ସୂଚାଇ ଦେଉଛି ଯେ ଅମଲାତନ୍ତ୍ର…