ଦେଶ ରାଜନୀତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ଙ୍କୁ ଆକ୍ରମଣ November 18, 2024 Nirvay ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ସୋମବାର ଦିନ ନାଗପୁର ଜିଲ୍ଲାର କାଟୋଲ-ଜାଲାଲଖେଡ଼ା ରାସ୍ତାରେ ଅଜ୍ଞାତ ବ୍ଯକ୍ତିମାନେ ତାଙ୍କ କାର ଉପରେ ପଥର ମାଡ଼ କରିବା ପରେ ଆହତ ହୋଇଥିଲେ। ଏକ ପଥର କାରର ଝରକା…