ରାଜ୍ୟ ପୁଣି ସୀମାନ୍ତରେ ଆନ୍ଧ୍ରର ଦାଦାଗିରି, ଓଡ଼ିଶା ରାସ୍ତାଖୋଳି ବାଟ ଓଗାଳିଛି December 25, 2024 Papirani ଆନ୍ଧ୍ର ପ୍ରଦେଶ କୋରାପୁଟ ଜିଲ୍ଲା କୋଟିଆ ଉପରେ ନଜର ଦେଲା ଭଳି ରାଜ୍ୟର ଅନ୍ୟପ୍ରାନ୍ତ ଜିଲ୍ଲାର ସୀମାନ୍ତରେ ଆନ୍ଧ୍ର ପ୍ରଦେଶ କିଛି ନା କିଛି ହାକିମ ପଣ ଜାହିର କରିଥିବା ବହୁ ପୃଷ୍ଠାନ୍ତ ରହିଛି । ଓଡିଶାର ପାଣି, ଖଣି, ବାଲି,…