Tag: Ama Odisha

ଖୁବଶୀଘ୍ର ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଆରମ୍ଭ ହେବ

ଆମ ଓଡ଼ିଶା ନବୀନ ଓଡ଼ିଶାରେ ମିଳିଥିବା ଅନୁଦାନ ହେରଫେର ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ମୋହନ ସରକାର ତତ୍ପରତା ଦେଖାଇଥିଲେ। ସରକାର ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ…