ତାଜା ଖବର ଦେଶ ରାଜ୍ୟ Air Quality Index: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ତାଳଚେର ଏକ ନମ୍ବର January 3, 2026 Nirvay କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଓଡ଼ିଶାବାସୀଙ୍କୁ ଆଜି ଚମକାଇ ଦେଇଛି । ଶୁକ୍ରବାର ଦିନ ପ୍ରକାଶିତ ଏହି ରିପୋର୍ଟରେ ଦେଶରେ ସର୍ବାଧିକ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭ଟି ସହର ସ୍ଥାନ ପାଇଛି । ତେବେ ପ୍ରଦୂଷଣରେ ସବୁଠାରୁ ଆଗରେ…