Tag: Aiginiya

Man Killed After Hoarding Collapses: ଭୁବନେଶ୍ୱର ଆଇଗିଣିଆରେ ବର୍ଷା ପବନରେ ହୋର୍ଡିଂ ଖସି ଜଣେ ମୃତ

ରାଜଧାନୀରେ ଆଜି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱର ଆଇଗିଣିଆରେ ବର୍ଷା ପବନ ବେଳେ ହୋର୍ଡିଂ ଖସିବାରୁ ଜଣେ ମୃତ୍ୟୁ ବରଣ କରିଛନ୍ତି । ହଠାତ୍‌ ହୋର୍ଡିଂଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶବ…