ରାଜ୍ୟ Affordable House in Bhubaneswar: ଭୁବନେଶ୍ୱରରେ ସୁଲଭ ମୂଲ୍ୟରେ ମିଳିବ ଘର November 20, 2025 Nirvay ରାଜଧାନୀ ଭୁବନେଶ୍ୱରରେ ୧୪ ରୁ ୫୦ ଲକ୍ଷ ଟଙ୍କାରେ ରାଜ୍ୟ ସରକାର ଘର ଯୋଗାଇବେ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ଭାବେ ଏହି ସୁଲଭ ଘର ବସ୍ତି ବାସିନ୍ଦାଙ୍କୁ ଦିଆଯିବ…