ରାଜ୍ୟ ଘୁଞ୍ଚିଲା ବିଏଡ ଏଣ୍ଟ୍ରାନ୍ସ; ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା June 27, 2025 Nirvay ଚଳିତ ଶିକ୍ଷା ବର୍ଷ ୨୦୨୫- ୨୬ ପାଇଁ ଦୁଇ ବର୍ଷିଆ ବିଏଡ ପାଠ୍ୟକ୍ରମରେ ନାମଲେଖା ପାଇଁ ହେବାକୁଥିବା ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ହୋଇଛି । ୨୦୨୫-୨୬ ଶିକ୍ଷାବର୍ଷରେ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା…