President Murmu presents Gallantry Awards
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି ।
 
ଦେଶର ସୁରକ୍ଷା ଲାଗି ସମର୍ପିତ ସେନାବାହିନୀ ଆଉ ଅର୍ଦ୍ଧ ସାମରିକ ବଳ ର ଯବାନମାନକୁ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
 
ଅଦମ୍ୟ ସାହସ ପ୍ରଦର୍ଶନ କରି ଦେଶର ସୀମାକୁ ସୁରକ୍ଷିତ ରଖିଥିବାରୁ ତିନି ସେନାର ଯବାନମାନକୁ ରାଷ୍ଟ୍ରପତି ୬ ଜଣଙ୍କୁ କୀର୍ତ୍ତି ଚକ୍ର (୪ ଜଣଙ୍କୁ ମରଣୋତ୍ତର) ଏବଂ ୩୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର (୭ ଜଣଙ୍କୁ ମରଣୋତ୍ତର) ପ୍ରଦାନ କରିଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *