ସଂସଦ ସରିଲା ପରେ ମୋଦି ଏବଂ ରାହୁଲଙ୍କ ଚା’ ବୈଠକ ହୋଇଥିଲା। ସଂସଦ ପରିସରରେ ବୈଠକ ବସିଥିଲା। ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗଦେଇଥିଲେ। ଅମିତ ଶାହ, ରାଜନାଥ ସିଂ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସାମିଲ। Post navigation ୬ ଲେନ୍ ହେବ ଭୁବନେଶ୍ବର-ପୁରୀ ୩୧୬ ନଂ ଏନଏଚ ଆଇଏନଏସ ଚିଲିକାରେ ଅଗ୍ନିବୀରଙ୍କ ପାସିଂ ଆଉଟ୍ ପରେଡ