ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗ କରି ପାଟନାରେ ମହାମେଣ୍ଟ ବିକ୍ଷୋଭ ପ୍ରଦର୍ଶନ କରିଛି । ଜାତୀୟ ସଙ୍ଗୀତକୁ ଅପମାନ ଅଭିଯୋଗରେ ନୀତୀଶ କୁମାର କ୍ଷମା ମାଗନ୍ତୁ ବୋଲି ମହାମେଣ୍ଟ ଦାବି କରିଛି । ୨୦ ମାର୍ଚ୍ଚରେ ସେପକଟ୍ରା ବିଶ୍ୱକପ୍ ମ୍ୟାଚ୍ ଉଦଘାଟନ ସମୟରେ ଜାତୀୟ ସଙ୍ଗୀତ ବାଜୁଥିଲା । ସେହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜାତୀୟ ସଙ୍ଗୀତର ଅପମାନ କରିଥିବା ଅଭିଯୋଗ କରି ନୀତିଶ କୁମାରଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । Post navigation ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ବିନୋଦ ଶୁକ୍ଳା ପାଇବେ ଜ୍ଞାନପୀଠ ପୁରସ୍କାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର; ଡିସେମ୍ବର ୯ ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍