ରାଜ୍ୟ ବେଧଡ଼କ ନକଲି ନୋଟ୍ ଛାପୁଛନ୍ତି ମାଓବାଦୀ June 23, 2024 Nirvay କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନ ଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତି ନୂଆ ଚାଲ୍। ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର। ଅସ୍ତ୍ରଶସ୍ତ୍ର ଛାଡ଼ି ଏବେ ବେଧଡ଼କ ଛାପୁଛନ୍ତି ଜାଲ୍ ନୋଟ୍। ନିରୀହ ଆଦିବାସୀଙ୍କୁ ମୋହରା…
ରାଜ୍ୟ କେନ୍ଦୁଝରରେ ଗର୍ଜିଲେ ମୋହନ ମାଝୀ; କହିଲେ ‘ଖଣି ମାଫିଆଙ୍କୁ ଛାଡ଼ିବିନି’ June 23, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଗସ୍ତ କରିଥିବା ବେଳେ ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇଛନ୍ତି। ଏହି ସମୟରେ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରକୁ ଲୁଟ୍ କରାଯାଉଥିଲା ବୋଲି…
ରାଜ୍ୟ ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ: ଆଇନ ମନ୍ତ୍ରୀ June 23, 2024 Nirvay ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ଥାୟୀ ପ୍ରଶାସକ। ଏନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି। ଆସନ୍ତା ୩ ମାସରେ ସରକାରଙ୍କ ପ୍ରଥମ ୧୦୦ ଦିନର…
ରାଜ୍ୟ ବାଲେଶ୍ବର ସହରରେ କାଲିଠୁ ଚାଲିବ ଇଣ୍ଟରନେଟ୍ June 23, 2024 Nirvay ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହୋଇଛି। ଟାଉନ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟାରେ କର୍ଫ୍ୟୁ କୋହଳ କରାଯାଇଛି। ଆଜି ସୁଦ୍ଧା ୮୯ ଗିରଫ ହୋଇଥିବା ବେଳେ ୨୧ଟି ମାମଲା ରୁଜୁ ହୋଇଛି।…
ରାଜ୍ୟ ଶପଥ ଗ୍ରହଣ ପରେ ପ୍ରଥମ ଥର ନିଜ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ June 23, 2024 Nirvay କେନ୍ଦୁଝର ଘଟଗାଁରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମା’ ତାରିଣୀଙ୍କ ଦର୍ଶନ କଲେ। ଘଟଗାଁ ହାଇସ୍କୁଲ ପଡିଆରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼ ଶୋ’ ହୋଇଥିଲା। ଯିବା ବେଳେ ଲୋକଙ୍କ କଥା ଶୁଣି ସମସ୍ୟା ସମାଧାନ ପାଇଁ କହିଥିଲେ।…
ରାଜ୍ୟ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା June 23, 2024 Nirvay ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ…
ରାଜ୍ୟ ପିସିସି ସଭାପତିଙ୍କ ଉପରକୁ କାଳିମାଡ଼ ଘଟଣା: ୫ କର୍ମକର୍ତ୍ତା ବହିଷ୍କୃତ June 23, 2024 Nirvay ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ୫ କଂଗ୍ରେସ କର୍ମକର୍ତ୍ତାଙ୍କୁ ବହିଷ୍କାର କରାଯାଇଛି। ୬ ବର୍ଷ ପାଇଁ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କାର କଲେ ପିସିସି ସଭାପତି। ସେମାନେ ଶୁକ୍ରବାର…
ରାଜ୍ୟ ମା’ ତାରିଣୀ ପୀଠ ଲାଗି ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ June 23, 2024 Nirvay ଶପଥ ନେବା ପରେ ଆଜି ପ୍ରଥମ ଥର ପାଇଁ ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି କ୍ରମରେ ପ୍ରଥମେ ସେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ପୂଜକଙ୍କ…
ତାଜା ଖବର ରାଜ୍ୟ ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା: ୟେଲୋ ଆଲର୍ଟ ଜାରି June 23, 2024 Nirvay ଆସନ୍ତା ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିବ। ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଘଣ୍ଟା…
ତାଜା ଖବର ରାଜ୍ୟ ଟ୍ରକ୍ ଚାପାରେ ମହିଳା ସଫେଇ କର୍ମଚାରୀଙ୍କ ମୃତ୍ୟୁ June 23, 2024 Nirvay ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି। ଘଟଣା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା…